ଓଡିଆ କଳାକାର ଶିବା ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଇନିଉଜଓଡିଆ ର ପୁରା ଟୀମ ତରଫରୁ ଅନେକ ଅନେକ ଅଭିନନ୍ଦନ। ତାଙ୍କର ଆଗାମୀ ଚଲାପଥ କୁସୁମି...
ଓଡିଆ କଳାକାର ଶିବା ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଇନିଉଜଓଡିଆ ର ପୁରା ଟୀମ ତରଫରୁ ଅନେକ ଅନେକ ଅଭିନନ୍ଦନ। ତାଙ୍କର ଆଗାମୀ ଚଲାପଥ କୁସୁମିତ ହଉ ।
ଶିବା ଏକ ନୂଆ ସିନେମା ବଦମାସ ଟୋକା ଦ୍ଵାରା ଓଲିଉଡ ଦୁନିଆ କୁ ପାଦ ଥାପୁଛନ୍ତି । ଲୋକପ୍ରିୟ ବଙ୍ଗାଳୀ ଅଭିନେତ୍ରୀ ମାଳବିକା ବନେର୍ଜୀ ଏଥିରେ ତାଙ୍କ ନାୟିକା ସାଜିଛନ୍ତି । ଉଦୟନ ଅପରାଜିତ ମଧ୍ୟ ଏଥିରେ ନାୟକ ରୂପରେ ଦେଖାଦେବେ ।
COMMENTS