ଆଜି ନୂଆ ଓଡିଆ ସିନେମା ଏକ୍ସକ୍ୟୁଯ ମି ର ଶୁଭ ମହୁରତ ଅନୁଷ୍ଠିତ ହେଇଛି ବକ୍ସିବଜାର କଟକ ସ୍ଥିତ ଅମରେଶ୍ଵର ମନ୍ଦିରରେ । ବହୁ ଗନ୍ୟମାନ୍ୟ ବ୍ୟକ୍ତି ଙ୍କ ସହ ସିନେମା ର ...
ଆଜି ନୂଆ ଓଡିଆ ସିନେମା ଏକ୍ସକ୍ୟୁଯ ମି ର ଶୁଭ ମହୁରତ ଅନୁଷ୍ଠିତ ହେଇଛି ବକ୍ସିବଜାର କଟକ ସ୍ଥିତ ଅମରେଶ୍ଵର ମନ୍ଦିରରେ । ବହୁ ଗନ୍ୟମାନ୍ୟ ବ୍ୟକ୍ତି ଙ୍କ ସହ ସିନେମା ର କଳାକାର ମାନେ ଏହି ଶୁଭ ମୁହୁର୍ତରେ ଉପସ୍ଥିତ ଥିଲେ ।
କାହାଣୀ :
ଏକ୍ସକ୍ୟୁଯ ମି ର କାହାଣୀ ଆରମ୍ଭ ହୁଏ ଗ୍ରାମୀଣ ପରିବେଶର ଏକ ପ୍ରଭାବଶାଳୀ ବ୍ୟକ୍ତି ପଶୁପତିଙ୍କ ଘରୁ । ତାର ବିଧବା ଭାଇବୋହୁ ସ୍ଵାତିକୁ ନେଇ କାହାଣୀ । ପଶୁପତି ଟଙ୍କା ଛଡା କିଛି ବୁଝେନୀ, ଟଙ୍କା ପାଇଁ ସେ ତାର ଭାଇ, ବନ୍ଧୁ, ସ୍ତ୍ରୀ ଏମିତିକି ଝିଅକୁ ବି ମାରିଦେଇପାରେ । ଭାଇ ନାରେ ହେଇଥିବା ୫୦୦ କୋଟିର ଜୀବନବିମା ପାଇଁ ସ୍ଵାତିକୁ ପଶୁପତି ଏକରକମ ନଜର ବନ୍ଦୀ କରି ରଖେ । ଏଇଠୁ ଆରମ୍ଭ ହୁଏ ସିନେମାର କାହାଣୀ । ଲଭ, ରୋମାନ୍ସ ସହିତ କାହାଣୀରେ ଭରିରହିଛି ଅନେକ ମଜାଦାର କଥା ।
ସିନେମା ଏକ୍ସକ୍ୟୁଯ ମି ଶୁଭ ମହୁରତ:
ଫିଲ୍ମ - ଏକ୍ସକ୍ୟୁଯ ମି
ବ୍ୟାନର - ରୋହନ ଫିଲ୍ମ୍ସ
ପ୍ରଯୋଜକ - ରୋନକ ଦାଶ
ଚିତ୍ରନାଟ୍ୟ, ନିର୍ଦେଶନା - ଉମେଶ ଦାଶ (ଟୁନିୟା)
କାହାଣୀ, ସଂଳାପ - ସଞ୍ଜୟ ମହାକୁଲ
ସଂଗୀତ - ଶରତ ନାୟକ
ଗୀତିକାର - ଦେବିଦତ୍ତ ମହାନ୍ତି, ସଞ୍ଜୟ ମହାକୁଲ
କୋରେୟଗ୍ରାଫର - ଅମିତ, ଲୁବୁନ-ଟୁବୁନ
ଅଭିନୟରେ - ରୋନକ, ମେଘା, କାଳିଆ, ମିହିର ଦାଶ, ପ୍ରିୟଙ୍କା, ଅନିତା ଦାସ, ଧୀର ମଲ୍ଲୀକ, ଚୌଧୁରୀ ବିକାଶ ଦାଶ, ସଲିଳ ମିତ୍ର, ଟନୀୟା ଓ ଅନ୍ୟମାନେ
ଓଡିଆ ସିନେମା ଯୋଗୀର ଶୁଭ ମହୁରତ ।
COMMENTS