ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ହେଲେ ଓଡିଶା କୁଇନ ର ବ୍ରାଣ୍ଡ ଆମ୍ବାସଡର

ଆର. ଆର ଇଭେଣ୍ଟସ ଆୟୋଜିତ ଓଡିଶା କୁଇନର ବ୍ରାଣ୍ଡ ଆମ୍ବାସଡର ଭାବେ  ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ  ଙ୍କୁ ଗତକାଲି ଏକ ସାମ୍ବାଦିକ ସମିଳନୀରେ ଆୟୋଜକମାନଙ୍କ ତରଫରୁ...

ଆର. ଆର ଇଭେଣ୍ଟସ ଆୟୋଜିତ ଓଡିଶା କୁଇନର ବ୍ରାଣ୍ଡ ଆମ୍ବାସଡର ଭାବେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଗତକାଲି ଏକ ସାମ୍ବାଦିକ ସମିଳନୀରେ ଆୟୋଜକମାନଙ୍କ ତରଫରୁ ଘୋଷଣା କରାଯାଇଛି ।

ଆର. ଆର ଇଭେଣ୍ଟସର ପରିଚାଳନା ନିର୍ଦେଶକ ରମେଶ ବାରିକଙ୍କ ତତ୍ଵାବଧାନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଓଡିଶା କୁଇନର ପ୍ରଥମ ପର୍ଯ୍ୟାୟ ଘୋଷଣା କରାଯାଇଥିଲା ।

ପ୍ରଥମ ଅଡିସନ ରାଉଣ୍ଡ ଓଡିଶାର ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ଅନୁଗୁଳ, ରାଉରକେଲା, ପୁରୀ, ବାଲେଶ୍ଵର, ସୁନାବେଡା, ଜଯପୁର, ବାରିପଡ଼ାଠାରେ ଅନୁଷ୍ଠିତ ହେଇ ଶ୍ରେଷ୍ଠ ୩୨ ଜଣଙ୍କୁ ଭୁବନେଶ୍ଵରର ସ୍ଵସ୍ତି ପ୍ରମିୟାମ ହୋଟେଲଠାରେ ୫ ଦିନ ସୁଟିଙ୍ଗ ପରେ ପ୍ରି-ଫାଇନାଲ ହବ ।

ପ୍ରଥମ ଅଡିସନ ପର୍ଜ୍ୟାୟରେ ବିଚାରକ ଭାବେ ଅଭିନେତ୍ରୀ ପିଙ୍କି ପ୍ରଧାନ, ଅଭିନେତା ତଥା ନୃତ୍ୟ ନିର୍ଦେଶକ ହରିହର ଦାସ, ଅଭିନେତ୍ରୀ ଶୀତଲଅନିଶା, ମିସ ଇଣ୍ଡିଆ ଟିନଏଜ ସ୍ଵାତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଚାରକରି ଶ୍ରେଷ୍ଠ ୩୨ ଜଣଙ୍କୁ ୨ୟ ପର୍ଜ୍ୟାୟକୁ ମନୋନୀତ କରିବେ।

ଏହି ଅବସରରେ ଯବୋରାଣ୍ଡ ଆୟୁର୍ବେଦିକ କମ୍ପାନୀର ପରିଚାଳନା ନିର୍ଦେଶକ ଅମରେଶ ମାଝି ଉପସ୍ଥିତ ରହି ଶୋ ର ବ୍ରାଣ୍ଡ ଆମ୍ବାସଡର ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ଘୋଷଣା କରିଥିଲେ ।

ମୁଖ୍ୟ ଅତିଥି ସଂସଦ ଡଃ ପ୍ରସନ ପାଟ୍ଟଶାଣି, ଓଲିଉଡ କୁଇନର ପ୍ରଥମ ଲୁକକୁ ଦର୍ଶକ ମାନଙ୍କ ଉଦେଶ୍ୟରେ ଲୋକାର୍ପିତ କରିବା ସହ ଶୋ ଅନୁଷ୍ଟାନିକ ଭାବେ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଉପସ୍ଥାପିକା ସୋମା ।

"ଓଡିଶା କୁଇନ" ର ବିଜେତାଙ୍କୁ ଅନୁଷ୍ଠାନ ତରଫରୁ ନଗଦ ୫୦,୦୦୦/- ଟଙ୍କା, ସ୍କୁଟ୍ଟୀ ପେପ ସହ ଓଡିଆ, ଭୋଜପୁରୀ ଭାଷାରେ ଗୋଟିଏ ଚଳଚିତ୍ରରେ ଅଭିନୟ ସୁଯୋଗ ଦିଆଯିବ ଏବୋଂ ରନର୍ଶପଙ୍କୁ ନଗଦ ୨୫,୦୦୦/- ଟଙ୍କା ପ୍ରଦାନ କରାଯିବ ।




COMMENTS

Name

enews,156,Latest,600,
ltr
item
EnewsOdia: ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ହେଲେ ଓଡିଶା କୁଇନ ର ବ୍ରାଣ୍ଡ ଆମ୍ବାସଡର
ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ହେଲେ ଓଡିଶା କୁଇନ ର ବ୍ରାଣ୍ଡ ଆମ୍ବାସଡର
https://i.ytimg.com/vi/TO5k60j6amI/hqdefault.jpg
https://i.ytimg.com/vi/TO5k60j6amI/default.jpg
EnewsOdia
https://enewsodiaofficial.blogspot.com/2017/08/blog-post_355.html
https://enewsodiaofficial.blogspot.com/
https://enewsodiaofficial.blogspot.com/
https://enewsodiaofficial.blogspot.com/2017/08/blog-post_355.html
true
4460433201876302764
UTF-8
Loaded All Posts Not found any posts VIEW ALL Readmore Reply Cancel reply Delete By Home PAGES POSTS View All RECOMMENDED FOR YOU LABEL ARCHIVE SEARCH ALL POSTS Not found any post match with your request Back Home Sunday Monday Tuesday Wednesday Thursday Friday Saturday Sun Mon Tue Wed Thu Fri Sat January February March April May June July August September October November December Jan Feb Mar Apr May Jun Jul Aug Sep Oct Nov Dec just now 1 minute ago $$1$$ minutes ago 1 hour ago $$1$$ hours ago Yesterday $$1$$ days ago $$1$$ weeks ago more than 5 weeks ago Followers Follow THIS CONTENT IS PREMIUM Please share to unlock Copy All Code Select All Code All codes were copied to your clipboard Can not copy the codes / texts, please press [CTRL]+[C] (or CMD+C with Mac) to copy