ବାହୁବଳୀର କଟ୍ଟପା କହିଲେ ସେ ବେଶ ପରିଚିତ । ବାହୁବଳୀର କଟ୍ଟପା ଅର୍ଥାତ୍ ସତ୍ୟରାଜ ଙ୍କ ଆଜି ଜନ୍ମଦିନ, ୬୩ବର୍ଷରେ ପଦାର୍ପଣ କଲେ ସିନେ ଜଗତର ଏହି ଲୋକପ୍ରିୟ ଅଭିନେତା...
ବାହୁବଳୀର କଟ୍ଟପା କହିଲେ ସେ ବେଶ ପରିଚିତ । ବାହୁବଳୀର କଟ୍ଟପା ଅର୍ଥାତ୍ ସତ୍ୟରାଜ
ଙ୍କ ଆଜି ଜନ୍ମଦିନ, ୬୩ବର୍ଷରେ ପଦାର୍ପଣ କଲେ ସିନେ ଜଗତର ଏହି ଲୋକପ୍ରିୟ ଅଭିନେତା ।
୧୯୫୪ରେ ଜନ୍ମ ହୋଇଥିଲେ ସତ୍ୟରାଜ । ଏପର୍ଯ୍ୟନ୍ତ ସେ ପ୍ରାୟ ୨୦୦ରୁ ଅଧିକ ସିନେମାରେ
ଅଭିନୟ କରିସାରିଛନ୍ତି । ଅଭିନେତା ସତ୍ୟରାଜ୍ ଲୋକପ୍ରିୟ ସିନେମା ବାହୁବଳୀରେ ଏକ
ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ।
ଦକ୍ଷିଣ ଭାରତୀୟ ସିନେମାରେ ଖଳନାୟକ ଭୂମିକାରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ବହୁଚର୍ଚିତ କଳାକାର ସତ୍ୟରାଜ ଆଜି ପର୍ଯ୍ୟନ୍ତ ବହୁ ସୁପେରହିଟ ସିନେମାମାନ ଭେଟି ଦେଇଛନ୍ତି ।
“ଅନାକିଲି”ସିନେମାର ସୁଟିଂ ଦେଖିବାକୁ ଯାଇଥିବା ସତ୍ୟରାଜଙ୍କ ସାକ୍ଷାତ ଅଭିନେତା ଶିବକୁମାର ଏବଂ ନିର୍ମାତା ତିରୁପ୍ପୁରଙ୍କ ସହ ହୋଇଥିଲା । ଏହାପରେ ସେ କୋମଲ୍ ସ୍ୱାମୀନାଥନ ନାଟକ ମଣ୍ଡଳୀରେ ସାମିଲ୍ ହୋଇଯାଇଥିଲେ । ଧୀରେ ଧୀରେ ଅଭିନୟ ଦୁନିଆଁରେ ପାଦ ଜମାଇଥିଲେ ସତ୍ୟରାଜ୍ ।
ସତ୍ୟରାଜଙ୍କର ପ୍ରଥମ ସିନେମା ଥିଲା କୋଲଙ୍ଗଲ୍ । ତା ପରେ କାଦମାଇ କାନିୟାମ କତ୍ତୁପାଡୁ ମଧ୍ୟ ତାଙ୍କର ଏକ ଲୋକପ୍ରିୟ ସିନେମା । ବଲିଉଡର ସୁପରହିଟ୍ ସିନେମା ‘ ଚେନ୍ନାଇ ଏକ୍ସପ୍ରେସ୍’ରେ ଦୀପିକାଙ୍କ ବାପା ଭୂମିକାରେ ନଜର ଆସିଥିଲେ ସତ୍ୟରାଜ୍ । ତେବେ ସତ୍ୟରାଜ୍ ପ୍ରକୃତ ପରିଚୟ ଦେଇଥିଲା ବାହୁବଳୀ । ଏହି ସିନେମାରେ କଟ୍ଟପା ରୋଲ୍ ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବରେ ଆଇଫା ଆୱାର୍ଡ ମଧ୍ୟ ପାଇଛନ୍ତି ସତ୍ୟରାଜ୍ ।
ରାମ ରହିମ୍ ଙ୍କ ପୋଷ୍ୟା କନ୍ୟା ହାନିପରିତ ଙ୍କ ବିଷୟରେ ଜାଣନ୍ତୁ ।

COMMENTS